ରାଜଧାନୀରେ କରୋନା ଆକ୍ରାନ୍ତ ବୃଦ୍ଧି ନେଇ ବି‌ଜେପି-ବିଜେଡି ତୁ ତୁ ମେଁ ମେଁ

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୫ ଛୁଇଁବା ପରେ ବିଜେପି ସରକାରୀ ଦଳକୁ ଘେରିଛି। ଭୁବନେଶ୍ବରର ସ୍ଥିତି ଅଣାୟତ୍ତ ହୋଇଯାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ନିଅନ୍ତୁ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ … Continue reading ରାଜଧାନୀରେ କରୋନା ଆକ୍ରାନ୍ତ ବୃଦ୍ଧି ନେଇ ବି‌ଜେପି-ବିଜେଡି ତୁ ତୁ ମେଁ ମେଁ